ଭୋକ ଉପାସରେ ବରଫରେ ଚାଲିଲେ ୩ ଦିନ | Odisha Reporter

Опубликовано: 02 Март 2022
на канале: Odisha Reporter
6,079
55

୩ ଦିନ ଅଖିଆ ଅପିଆ ରହି ୭୦ କିଲୋମିଟର ବରଫରେ ଚାଲିଲେ ଓଡିଆ ପୁଅ । ଏବେ ରୋମନିଆ ବର୍ଡରରେ ପହଁଚି ସେଲଟର ହାଉସରେ ଅଛନ୍ତି । ଚତୁର୍ଥ ବର୍ଷର ମେଡିକାଲ ଛାତ୍ର ପୁରୀର ପୁଅ ଯଜ୍ଞେଶ ଦାଶ ୟୁକ୍ରେନରେ ପାଠ ପଢୁଥିଲେ । ତେବେ କେତେ କଷ୍ଟରେ ଯଜ୍ଞେଶ ରୋମନିଆରେ ପହଁଚିଥିଲେ ଶୁଣନ୍ତୁ ପରିବାର ଲୋକ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #RussiaWar #Puri #ukraine